ଚଷାଳ
ଦେଖଣା
ଚଷାଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଚଷ୍ ଧାତୁ+କର୍ମ. ଆଳ; ସଂଜ୍ଞାର୍ଥେ)
[ସମ୍ପାଦନା]- ୧. ଯଜ୍ଞୀୟ ପଶୁବନ୍ଧାନାର୍ଥ କାଷ୍ଠ; ଯୁପକଟକ — ୧. The peg to tie the beast to be sacrificed.
- ୨. ଯୁପୋପରିସ୍ଥ ଲୌହ ବା କଷ୍ଠାନିର୍ମିତ ବଳୟ — ୨. Wooden or iron at the top of the peg for trying a sacrificial beast.
- ୩. ମଧୁଚକ୍ର —୩. Hive.