Jump to content

ଚଷୁ କୁଟିବା

ଉଇକିଅଭିଧାନ‌ରୁ

ଚଷୁ କୁଟିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି—(ଧାନ ପରିବର୍ତ୍ତରେ ଚଷୁ ଅର୍ଥାତ୍ ଧାନର ଚୋପାକୁ କୁଟିବା ଯେପରି ନିଷ୍ପ୍ରୟୋଜନ)

[ସମ୍ପାଦନା]
୧. (ଲକ୍ଷଣାର୍ଥ) ବୃଥା ପରିଶ୍ରମ କରିବା — ୧. To perform a fruitless task.

ବହୁ ବ୍ୟୟେ ଏହି ବହୁଶୀର୍ଷ ପଶୁ ପୋଷି ସିନା ଖାଲି କଟୁଅଛି ଚଷୁ—ରାଧାନାଥ. ଦରବାର

୨. ଅପ୍ରୟୋଜନୀୟ ବିଷୟର ଆଲୋଚନା ବା ଆନ୍ଦୋଳନ କରିବା —୨. To discuss unnecessary matters.
୩. ନିଷ୍ଫଳ କାର୍ଯ୍ୟ ବା ଆଲୋଚନାରେ ସମୟ ନଷ୍ଟ କରିବା — ୩. To waste time in a wild goose chase.