Jump to content

ଚହଟ

ଉଇକିଅଭିଧାନ‌ରୁ

ଚହଟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଚାକଚକ୍ୟ — ୧. Brightness.
୨. ଶୋଭା; କାନ୍ତି —୨. Beauty; sheen.

ଜାଣିଣ ଡ଼ୋଳା ଖଞ୍ଚରୀଟର ଚହଟ ବନ୍ଦୀ କଲେ ଅ଼ଞ୍ଜନ ଅଠାରେ କରି ହଟ—କୃଷ୍ଣସିଂହ. ମହାରତ .ଆଦି

୩. ଆଡ଼ମ୍ୱର; ବ୍ୟାପିବା — ୩. Splendour; gaudiness; grandeur.

ବାଜୀ ଝପଟକୁ ଗଜ ଚହଟକୁ ସ୍ଥାନ ନୋହି ଯନ୍ତାଯନ୍ତି ଭଞ୍ଜ. ବୈଦେହୀଶବିଳାସ

୪. ପ୍ରକାଶ —୪. Diffusion; exibition.
୫. ପ୍ରଚାର; ପ୍ରକଟନ — ୫. Disclosure; publication.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ପ୍ରକଶିତ —୧. Exibited.
୨. ପ୍ରଚାରିତ; ପ୍ରଘଟ —୨. Published.

କ୍ରମେ ତା ହେଲେ ନ ହଟ ରାଧାନାଥ. ଯଯାତି

୩. ଚକଚକିଆ; ଉଜ୍ଜଳ —୩. Bright; dazzling.