Jump to content

ଚହଟଚମ୍ପା

ଉଇକିଅଭିଧାନ‌ରୁ

ଚହଟଚମ୍ପା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ଫୁଟିଥିବା ଚମ୍ପା ଫୁଲ ପରି ସୁନ୍ଦରୀ ଓ ଗୋରୀ (ସ୍ତ୍ରୀ) —(female) Beautiful and fair coloured like a full- blown Champaka flower.