ଚହଟଚିକଣ
ଦେଖଣା
ଚହଟଚିକଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ସର୍ବଗୁଣରେ ସୁନ୍ଦର — ୧. Full of all good qualities.
- ୨. ଶୋଭାମୟ —୨. Splendid; gaudy; grand.
- ୩. ବାହ୍ୟାଡ଼ମ୍ୱରପୂର୍ଣ୍ଣ —୩. Foppish; gaudy.
ଚହଟ ଚିକିଣ ଛାଣ୍ଟ ଛାଡ଼ ସତ୍ୱରେ ଭିକାରୀ. ଗୀତଲହରୀ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କୃତ୍ରିମ ସୌନ୍ଦର୍ଯ୍ୟ; ପ୍ରସାଧନଦ୍ୱାରା ପ୍ରସ୍ତୁତ ସୌନ୍ଦର୍ଯ୍ୟ —୧. Beauty due to dressing and toilet artificial or made up grace.
- ୨. ଆଡ଼ମ୍ୱର —୨. Gaudiness. l