Jump to content

ଚହଟି ହେବା

ଉଇକିଅଭିଧାନ‌ରୁ

ଚହଟି ହେବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]

ଦଣ୍ଡକିରି ମାଛ ପରି ଉପରକୁ ଉଠିଫର ଫର ହେବା; ପ୍ରକାଶିତ ହେବା —To flutter or become prominent.

ବ୍ରାହ୍ମଣକୁଳେ ଜନ୍ମି ବିଷ୍ଣୁବଲ୍ଲର ପୁଏ ଚହଟି ହେଉଛନ୍ତି ସଫରୀ ମୀନ ପ୍ରାୟେ ପୀତାମ୍ୱର. ନୃସିଂହପୁରାଣ