Jump to content

ଚହଲ

ଉଇକିଅଭିଧାନ‌ରୁ

ଚହଲ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ଚକ ଧାତୁ) ସ୍ପନ୍ଦନ; କମ୍ପନ — ୧. Throbbing; vibration.
୨. (ସଂସ୍କୃତ - ଚିକିଳ=ପଙ୍କ)—କାଦୁଅ; ପଙ୍କ — Clay; miry.

ଦେଶଜ - ବିଶେଷଣ -

[ସମ୍ପାଦନା]

କର୍ଦ୍ଦମମୟ; ପଙ୍କିଳ —Clayey; miry.