Jump to content

ଚହଲା

ଉଇକିଅଭିଧାନ‌ରୁ

ଚହଲା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚିକିଳ; ପଙ୍କ)

[ସମ୍ପାଦନା]
୧. ମଳି; ମଇଳା — ୧. Dirt.
୨. ପଙ୍କ — ୨. Mire; soft mud.

ଦେଶଜ - ବିଶେଷଣ -

[ସମ୍ପାଦନା]

ପଙ୍କୁଆ; କର୍ଦ୍ଦମମୟ —Clayey; miry.

ପ୍ରାଦେଶିକ - (ସମ୍ୱଲପୁର; ତୁଳା. ହିନ୍ଦୀ - ଚହଲୀ କୁଅରୁ ପାଣି କାଢ଼ିବା ପାଇଁ କୁଅ ଉପରେ ଲାଗିଥିବା ଶଗଡ଼) ବିଶେଷ୍ୟ -

[ସମ୍ପାଦନା]
୧. ବଡ଼କୂଅ, ବାମ୍ପୀ —୧. A wide well.
୨. ଜଳକୁଣ୍ଡ —୨. Reservoir of water.
୩. ନଈବାଲି ବା ଖାଲ ଭୁମିରେ ପାଣି ପାଇଁ ଖୋଳା— ଯାଇଥିବା ଚତରା ବା ଓସାରିଆ ଗାତ; ଚୂଆ — ୩. A Small pool or hold ddug in the ground to get water.

ପ୍ରାଦେଶିକ - (ବସ୍ତର) ବିଶେଷ୍ୟ -

[ସମ୍ପାଦନା]

ବୟସ ଛଉ (ଦେଖ) - Bayasa chhau (See)