ଚହଲିବା
ଦେଖଣା
ଚହଲିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଚହଳିବା—ଅନ୍ୟରୂପ)
ଦେଶଜ - କ୍ରି. (ସଂସ୍କୃତ - ଚଳ୍ ଧାତୁ)
[ସମ୍ପାଦନା]- ୧. (ପାତ୍ରର ଚଳନ ଯୋଗୁଁ ତରଳ ପଦାର୍ଥ) ହଲିବା ବା ହଲଚଲ ହେବା — ୧. To be agitated; to vibrate (said of a liquid being agitated).
- ୨. ଚଳିବା; ଗତିଯୁକ୍ତ ହେବା — ୨. To be in motion; to move.
ଡରୁଆଟି ପରି ଟେକି ଚିଲ୍ଲୀ ଡେରି କର୍ଣ୍ଣପାଶ ନ ଚହଲି କବିସୂର୍ଯ୍ୟ. କବିତା
- ୩. ଅସ୍ଥିର ହେବା —୩. To be restless.
- ୪. କମ୍ପିବା —୪. To shake.
ସେ ପୃଥିବୀ ଚଳଟଳ ହୋଇ ଚହଲିଗଲା ଚହଲନ୍ତେ ପୃଥିବୀକି ପିତା ପଚିରିଲା ପୀତାମ୍ୱର. ନୃସିଂହପୁରାଣ