ଚହଳ
ଦେଖଣା
ଚହଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚଳ୍ ଧାତୁ)
[ସମ୍ପାଦନା]- ୧. ଆନ୍ଦୋଳନ — ୧. Agitation; distrubance.
- ୨. ଗୋଳାମାଳ; ବହୁଲୋକଙ୍କ ମୁଖରବ; ହୁଲର; ଘୋଘା — ୨. Noise; ado; hue cry; out cry bustle.
- ୨. ବହୁ ମନୁଷ୍ୟଙ୍କର ଏକତ୍ର ଯିବା ଆସିବା ହେତୁରୁ ଭିଡ଼; ଗହଳି —୨. Pressure of a crowd.
- ୩. ପ୍ରଘଟ; ପ୍ରକାଶ — ୩. Disclosing; poblication; ravealing.
[ଦ୍ରଷ୍ଟବ୍ୟ —ଏ ଶବ୍ଦ ଗହଳ ଶବ୍ଦ ପରେ ସହଚରରୂପେ ବ୍ୟବହୃତ ହୁଏ ଯଥା—ଗହଳ ଚହଳ]