Jump to content

ଚହିଳିଆ

ଉଇକିଅଭିଧାନ‌ରୁ

ଚହିଳିଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଚଳ)

[ସମ୍ପାଦନା]
୧. ଅସ୍ଥିର; ଚଞ୍ଚଳ — ୧. Moving here and there; restless.
୨. ଚପଳ —୨. Fickle; unsteady.
୩. ଯେ ହଲ୍ଲା କରେ —୩. Noisy.