ଚାଅଳତା
ମେଜେଣ୍ଡର; ମାଜେଣ୍ଟା; ବୈଜ୍ଞାନିକ ପ୍ରକ୍ରିୟାରେ ଆଲକାତରାରୁ ପ୍ରସ୍ତୁତ ଈଷତ୍ ନୀଳଦାନାଦାର୍ ରଙ୍ଗ— ବିଶେଷ —Magenta; a red pigment.
[ଦ୍ରଷ୍ଟବ୍ୟ — ଏହି ମେଜେଣ୍ଡରଦାନାମାନ 'ଚା' ପତ୍ର ପରି ନାଲିଆ ହୁଏ ଏଥିଯୋଗୁଁ ଏଥିର ନାମ ଚା—ଅଳତା ହୋଇଅଛି ]