ଚାଇଁଖସିବା
ଦେଖଣା
ଚାଇଁଖସିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚାଇଁଖସିବା
|
ଚାଇଁ ଖସିପଡିବା, ଚାଇଁ ଖସିଯିବାଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଭୟରେ ଛାନିଆ ପଶିବା; ହୃଦୟରେ ହଠାତ୍ ଭୟଜାତ ହେବା —Becomin terrified.
(ଯଥା— ସେଠାରେ ହାଣକାଟ ହେଇଥିବା ଖବର ଶୁଣି ତାର ବା ତାଠଉଁ ଚାଇଁ ଖସିଲା)