Jump to content

ଚାଇଁପଖାଳ

ଉଇକିଅଭିଧାନ‌ରୁ

ଚାଇଁପଖାଳ

ଉଚ୍ଚାରଣ

[ସମ୍ପାଦନା]

(ବାସୀ ପଖାଳ—ବୀପରୀତ)

  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଭାତ ଗରମ ଥାଉଁ ଥାଉଁ ସେଥିରେ ପାଣି ଢଳାଯାଇଥିବା ପଖାଳ; ଯେଉଁ ପଖାଳ ଭାତରୁ ଉଷୁମ ଛାଡୢ ନ ଥାଏ — ୧. Boiled rice mixed with water while still hot and served while still hot.

୨. ସଜ ପଖାଳ —୨. Freshly watered boiled rice.