Jump to content

ଚାଇଁମାରିବା

ଉଇକିଅଭିଧାନ‌ରୁ

ଚାଇଁମାରିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଧପ୍ପାମାରିବା — ୧. To practise cheating.
୨. ଆଖି ଆଗରୁ କୌଣସି ପଦାର୍ଥ ଚୋରି କରି ନେବା — ୨. To steal a thing before one's eyes; to pilfer.