ଚାଉଳଧୁଆ
ଦେଖଣା
ଚାଉଳଧୁଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚାଉଳଧୁଆ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଯେଉଁ ପାଚିଆ ବା ବାଉଁଶିଆରେ ଚାଉଳ ରଖି ଧୌତ କରାଯାଏ —୧. A basket used for washing rice.
- ୨. ଗୁଳ୍ମବିଶେଷ —୨. A kind of bush; Glycosmis Arborea; Uveria.
[ଦ୍ରଷ୍ଟବ୍ୟ —ଏହା ନଈମୁହାଣର ପଟୁମାଟିରେ ଉତ୍ତମରୂପେ ବଢ଼େ; ଉଚ୍ଚତାରେ ୫୬: ଫୁଟ ହୁଏ ଲୋକେ ଏହାର କୋଳି ଖାଆନ୍ତି]