ଚାଉଳଧୂଆପାଣି
ତଣ୍ଡୁଳୋଦକ; ଯେଉଁ ଜଳରେ ଚାଉଳ ମକଚା ହୋଇ ଧୂଆ ହେବାରୁ ତାହାର ଅଂଶ ବିଦ୍ୟମାନ ଥାଏ —Water left after washing rice in it.