ଚାଉଳିଆ
ଦେଖଣା
ଚାଉଳିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପିଜୁଳି — ୧. Guava.
- ୨. (ସଂସ୍କୃତ - ଚିଳିଚିମ=ରୋହୀ ପରି ମାଛ) ଚିଲିକାରେ ମିଳିବା ଏକପ୍ରକାର ମାଛ — ୨. A kind of fish (in Chilka).
- ୩. ବଡ଼ ବଡ଼ ଜାମୁକୋଳି (ନନ୍ଦେ) — ୩. Large black-berries.
- ୪. ଚାଉଳବ୍ୟବସାୟୀ ମହାଜନ — ୪. A rice merchant.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଚାଉଳବ୍ୟବସାୟୀ — ୧. Trading in rice.
(ଯଥା—ଚାଉଳିଆ ମହାଜନ)
- ୨. ଚାଉଳ ପରି ଟାଣୁଆ (ବସ୍ତୁ) — ୨. Hard as grains of rice.
- ୩. ପାଟିରେ ଚାଉଳ ଚୋବାଉଥିବା ଅବସ୍ଥାରେ ଉଚ୍ଚାରିତ ହେବା ଭଳି —୩. Uttered as if the speaker is chewing a mouthful of rice.
- ୪. ଚାଉଳସମ୍ୱନ୍ଧୀୟ — ୪. Relating to rice.
ଚାଉଳିଆ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଗର୍ଜନକାରୀ —୧. Roaring.
- ୨. ବଡ଼ପାଟିଆ; ଉଚ୍ଚୈସ୍ୱରଯୁକ୍ତ —୨. Making a loud voice; high-toned, vociferating.
- ୩. ଗୋଳମାଳଯୁକ୍ତ —୩. Noisy; full of noise.
(ଦ୍ର—ରାଉଳ ବା ଠାକୁରଙ୍କ ମାଳି ସେବକମାନେ ଯାତ୍ରୀ— ମାନଙ୍କ ସଙ୍ଗେ ବିଶେଷ ଗୋଳମାଳ ଓ ପାଟି କରିବାରୁ ରାଉଳିଆ ଶବ୍ଦର ଏହି ଅର୍ଥ ହୋଇଅଛି)
ବିଶେଷ୍ୟ -
[ସମ୍ପାଦନା]ବେଳାଙ୍କ ଜାତି ବିଶେଷ —A class of Keḻās or Indian gypsies.