Jump to content

ଚାଉଳିଆଗଞ୍ଜ

ଉଇକିଅଭିଧାନ‌ରୁ

ଚାଉଳିଆଗଞ୍ଜ

ଉଚ୍ଚାରଣ

[ସମ୍ପାଦନା]

(ଚାଉଳିଆଗଣ୍ଡ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଚାଉଳ ବେପାରର ଆଡ୍ଡା — ୧. A mart of rice trade.
୨. (ନାମ) କଟକ ରେଳଷ୍ଟସନ ନିକଟବର୍ତ୍ତୀ ହାଟୁଆ ଗ୍ରାମବିଶେଷ —୨. A large village near the Cuttack station B. N. Ry.

[ଦ୍ରଷ୍ଟବ୍ୟ —ଏହି ଗ୍ରାମରେ ବର୍ତ୍ତମାନ ବହୁତ ପାଟରା ବାସ କରନ୍ତି ଏହି ମଉଜାରେ ମରହଟ୍ଟା ଅମଳର ସୈନିକ ଘୋଡ଼ା ଅସ୍ତବଲ ଅଦ୍ୟାପି ଅଛି; ଏହି ଘୋଡ଼ା ଅସ୍ତବଲ ବର୍ତ୍ତମାନ ସରକାରୀ ଅଧସ୍ତନ ପୁଲିସଙ୍କ ବସାଘର ଓ ଥାନାରୂପେ ବ୍ୟବହୃତ ହେଉଅଛି ପୂର୍ବେ ଏ ଗ୍ରାମସଂଲଗ୍ନ ପଡ଼ିଆରେ ଘୋଡ଼ଦଉଡ଼ ହେଉଥିଲା, କିନ୍ତୁ ବର୍ତ୍ତମାନ ସେଠାରେ କଟକ ଷ୍ଟେସନ ଓ ରେଭନ୍ସା କଲେଜ ଭବନ ନିର୍ମିତ ହୋଇଅଛି]