ଚାଉଳିଆ ଗୁଣା
ଦୁଇ ଧାଡ଼ି ରୁଆ ବସା ହୋଇଥିବା, ମଝିରେ ପଥର ଘରା ଥିବା ଏକପ୍ରକାର ଗୋଲ ଗୁଣା; ଯାଉଁଳି ଗୁଣା — A kind of nose ring.