Jump to content

ଚାଉଳେଇ ଚାଉଳେଇ କଥା କହିବା

ଉଇକିଅଭିଧାନ‌ରୁ

ଚାଉଳେଇ ଚାଉଳେଇ କଥା କହିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଦରୋଟି କଥା କହିବା; ଅସ୍ପଷ୍ଟ ଭାବରେ କଥା କହିବା (ପାଟିରେ ଚାଉଳ ଚୋବାଉ ଚୋବାଉ କଥା କହିଲେ କଥା ଯେପରି ଅସ୍ପଷ୍ଟ ହୁଏ, ସେହି ପରି କହିବା —To speak indistinctly and confusedly (as if speaking while chewing rice).