ଚାଉଳ ଧରିବା
ଚାଉଳ ମହାଜନ କୃଷକ ଓ ଛୋଟ ବେପା— ରିଙ୍କଠାରୁ ବାଣିଜ୍ୟାର୍ଥ ବହୁପରିମାଣରେ ଚାଉଳ କ୍ରୟ କରିବା —To purchase rice from producers or petty traders in large quantities for commerce.