ଚାଉଳ ପକାଇବା
ଦେଖଣା
ଚାଉଳ ପକାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଅନ୍ନପ୍ରସ୍ତୁତ କରିବା ସକାଶେ ଚୁଲିରେ ବସିଥିବା ପାଣି ହାଣ୍ଡିରେ ଧୂଆ ଚାଉଳକୁ ଛାଡ଼ିଦେବା —୧. To put washed rice into the water of a pot boiling over fire in order to prepare boiled rice for meal.
- ୨. (ଲକ୍ଷଣାର୍ଥ) କୌଣସି କନ୍ୟା କୌଣସି ନିର୍ଦ୍ଦିଷ୍ଟ ପୁରୁଷକୁ ବା ନିର୍ଦ୍ଦିଷ୍ଟ ପରିବାରସ୍ଥ ସନ୍ତାନକୁ ବିବାହ କରିବ ବୋଲି ପୂର୍ବରୁ ପ୍ରଜାପତିଙ୍କଦ୍ୱାରା ନିର୍ଦ୍ଦିଷ୍ଟ ହୋଇଥିବା — ୨. (figurative) (a bride) To have been ordained by Prajapati to be the bride of (so and so male).
(ଯଥା—ଅମୁକ (କନ୍ୟା) ଅମୁକ (ବର)ଙ୍କ ଘରେ ତ ଚାଉଳ ପକାଇଥିଲା, ସେଠେଇଁ ବିଭା ନ ହୋଇ ଆଉ କାହାକୁ ବିଭା ହୋଇ ଥାଆନ୍ତି)