Jump to content

ଚାକଚକ୍ୟ

ଉଇକିଅଭିଧାନ‌ରୁ

ଚାକଚକ୍ୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଚକ୍ ଧାତୁ=ତୃପ୍ତ ହେବା; ଦ୍ୱିତ୍ନ; ଚକଚକ ଧାତୁ +ଭାବ. ଅ)

[ସମ୍ପାଦନା]

ବର୍ଣ୍ଣର ଉଜ୍ଜ୍ୱଳତା; ଦୀପ୍ତି; ଚିକିଚିକି —Brightness; glitter; brilliance.