ଚାକରବାକର
ଭୃତ୍ୟାଦି; ଅନୁଚରବର୍ଗ — Servants; attendants; followers.
କୁବ୍ରା ଚାକରବାକର ସମସ୍ତଙ୍କୁ ହାତ କରି x ପୋଷ୍ୟ ପୁତ୍ର ବୋଲି ସରକାତରୁ ବାହାଲ୍ ହୋଇ ଆସିଲା—ଫକୀରମୋହନ—ଗଳ୍ପସ୍ୱଳ୍ପ