ଚାକର ରଖିବା
(ଯଥା—ଏହିପରି ଦାସୀ, ପୋଇଲୀ, ମାଷ୍ଟର, ଚପରାସୀ ଆଦି ଶବ୍ଦ ସଙ୍ଗେ ରଖିବା ଶବ୍ଦ ଯୁକ୍ତ ହୁଏ)
[ଉ—କେତେ ଅନଉଛୁ ମତେ, ତୋଠଉଁ ସୁନ୍ଦର ମୋର ବିନୋଦିଆ, ଚାକର ରଖିବ ତତେ ଢଗ]