Jump to content

ଚାକିରି ରହିବା

ଉଇକିଅଭିଧାନ‌ରୁ

ଚାକିରି ରହିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କୌଣସି ଚାକିରି ସ୍ଥାୟୀ ହେବା — ୧. The state of a post being permanent.

(ଯଥା—ଭଲ କରି କାମ ନ କଲେ ମୋର ଚାକିରି ରହିବ ନାହିଁ)

୨. କିଛିକାଳ ପାଇଁ ଚାକିରି ସ୍ଥିର ହେବା — ୨. The continuance of a service.

ଦେଶଜ - କ୍ରିୟାପଦ -

[ସମ୍ପାଦନା]

(କୌଣସି ବ୍ୟକ୍ତି) ବେତନ ସକାଶେ ଅନ୍ୟର କାର୍ଯ୍ୟ କରିବା; ଚାକିରି କରିବା —To serve; to work for remuneration

(ଯଥା—ମୁଁ ଆଜିକି ଚାରି ମାସ ହେଲା କଟକରେ ଚାକିରି ରହିଛି)