Jump to content

ଚାକୁଳେଇବା

ଉଇକିଅଭିଧାନ‌ରୁ

ଚାକୁଳେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ଚକ୍ ଚକ୍ ଧ୍ୱନି ହେବାରୁ)

[ସମ୍ପାଦନା]
୧. କୌଣସି ଖାଦ୍ୟକୁ ଧୀରେ ଧୀରେ ପାଟିରେ ଚୋବାଇ ଜିଭ ସାହାଯ୍ୟରେ ଏକଳ ସେକଳ କରିବା —୧. To slowly munch a food in the mouth.
୨. ପାଗୁଳେଇବା —୨. To ruminate.