ଚାକ୍ଷୁଷ
ଦେଖଣା
ଚାକ୍ଷୁଷ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଚକ୍ଷୁସ୍+ସମ୍ୱନ୍ଧ ଅର୍ଥରେ. ଅ)
[ସମ୍ପାଦନା]- ୧. ଚକ୍ଷୁର୍ଗୋଚର; ପ୍ରତ୍ୟକ୍ଷ — ୧. Directly perceived by the eyes, ocular.
- ୨. ଦୃଷ୍ଟିଦ୍ୱାରା ଲବ୍ଧ (ଜ୍ଞାନ) — ୨. (knowledge) Acquired by sight.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଚକ୍ଷୁର୍ଜନ୍ୟ ଜ୍ଞାନ — ୧. Direct perception by the eye.
- ୨. ୬ଷ୍ଠ ମନୁ; ମନୁଙ୍କର ୬ଷ୍ଠ ବଂଶଧର — ୨. Name of the ୬th Manu or progenitor of mankind.
ଷଷ୍ଠରେ ଚକ୍ଷୁଷଙ୍କ ସୂତ, ଚାକ୍ଷୁଷ ନାମେ ସେ ବିଦତ ଜଗନ୍ନାଥ—ଭାଗବତ