Jump to content

ଚାକ୍ଷୁଷ ପ୍ରମାଣ

ଉଇକିଅଭିଧାନ‌ରୁ

ଚାକ୍ଷୁଷ ପ୍ରମାଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଚାକ୍ଷୁଷ+ପ୍ରମାଣ)

[ସମ୍ପାଦନା]
୧. ପ୍ରତ୍ୟକ୍ଷ ପ୍ରମାଣ — ୧. Direct evidence; evidence of a person who himself saw an occurrence.
୨. ଯେଉଁ ପ୍ରମାଣ ସ୍ୱଚକ୍ଷୁରେ ଦେଖାଯାଏ — ୨. Ocular demonstration.