ଚାଖଣା
ଦେଖଣା
ଚାଖଣା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚକ୍ଷଣ)
[ସମ୍ପାଦନା]- ୧. ସ୍ୱାଦଗ୍ରହଣ; ଚାଖିବା — ୧. Tasting; trying the taste of a food.
- ୨. କୌଣସି ବସ୍ତୁର ସ୍ୱାଦ ପରୀକ୍ଷା କରିବା — ୨. Examining the taste of a thing.
- ୩. ଆଚାର ପ୍ରଭୃତି ମୁଖରୋଚକ ଦ୍ରବ୍ୟ — ୩. Pickles; things which palliate one's sense of taste.
- ୪. ଚାଟ; ମଦ୍ୟପାନ କାଳରେ ଖିଆଯିବା ବା ଚଟାଯିବା ମୁଖରୋଚକ ଖାଦ୍ୟ —୪. Something licked or eaten after swallowing some strong intoxicating liquor.