Jump to content

ଚାଖଣ୍ଡ଼

ଉଇକିଅଭିଧାନ‌ରୁ

ଚାଖଣ୍ଡ଼

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବିତସ୍ତି; ବିସ୍ତାରିତ କରତଳର କାଣୀଆଙ୍ଗୁଠିର ଆଗ ପର୍ଯ୍ୟନ୍ତ ପରିମାଣ; ୧୨: ଆଙ୍ଗୁଳ —A span; a measure of length by the span of the extended palm from the tip of the little finger to that of the thumb; a length of about ୯ inches.

ଦ୍ୱିସପ୍ତ ଭୁବନ ଯେ ମଣିଲେ ଅଳ୍ପ ଆଶ୍ରିଲେ ସେ ସପ୍ତ ଚାଖଣ୍ଡ଼ର ତଳ୍ପ ରାଧାନାଥ—ଚିଲିକା