ଚାଖିଖୁଣ୍ଟିଆ
ଦେଖଣା
ଚାଖିଖୁଣ୍ଟିଆ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ପୁରୀର ଜନୈକ ବଳଶାଳୀ ସ୍ୱାଧୀନଚେତା ବ୍ରାହ୍ମଣସେବକ —Name of a Brahman Panda of Puri who was of very strong constitution and indipendent spirit.
[ଦ୍ରଷ୍ଟବ୍ୟ — ଏ ନେପାଳୀମାନଙ୍କ ପଣ୍ଡା ଥିଲେ ୧୮୫୭: ସାଲରେ ଭାରତର ସିପାହୀବିଦ୍ରୋହବେଳେ ଏ ଉତ୍ତରପଶ୍ଚିମାଞ୍ଚଳର ହିନ୍ଦୁ ନେପାଳୀ ସୈନ୍ୟଙ୍କୁ ଇଂରେଜମାନଙ୍କ ବିପକ୍ଷରେ ଉତ୍ତେଜିତ କରି— ଥିଲେ ଏ ଶେଷକୁ ଧରାପଡ଼ି ଦଣ୍ଡ଼ ପାଇଥିଲେ ଏହାଙ୍କର ଶାରୀରିକ ବଳ ଅସାଧରଣ ଥିଲେ ]