Jump to content

ଚାଖୁଣିଆ

ଉଇକିଅଭିଧାନ‌ରୁ

ଚାଖୁଣିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ଚାଖୁଣୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚକ୍ଷଣ)

[ସମ୍ପାଦନା]

ରାଜ୍ୟଭୋଜ୍ୟ ଖାଦ୍ୟକୁ ଆସ୍ୱାଦନ କରି ପରୀକ୍ଷା କରିବା ନିମନ୍ତେ ନିଯୁକ୍ତ ଭୃତ୍ୟ — A servant whose duty is to taste the food prepared for the king before it is taken by the king.

[ଦ୍ରଷ୍ଟବ୍ୟ — ରାଜାମାନଙ୍କ ଖାଦ୍ୟରେ ବିଷପ୍ରୟୋଗର ଆଶଙ୍କା ଥିବାରୁ ପ୍ରଥମ ଜଣେ ଲୋକଦ୍ୱାରା ଖାଦ୍ୟ ପରୀକ୍ଷା କରିବାର ବିଧି ଥିଲା ବର୍ତ୍ତମାନ ମଧ୍ୟ ଏ ବିଧି ସ୍ଥାନେ ସ୍ଥାନେ ଚଳୁଅଛି ]

ଦେଶଜ - ବିଶେଷଣ -

[ସମ୍ପାଦନା]

ଚାଖୁଣିଆ; ଯେ ଚାଖେ —One who tries or examines the taste of a food.