ଚାଙ୍ଗଡ଼ା
ଦେଖଣା
ଚାଙ୍ଗଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଡାଲା; ଚାଙ୍ଗୁଡ଼ି — ୧. A tray of wicker-work of wood; a shallow; wicker basket.
କୁସୁମ ଚାଙ୍ଗଡ଼ା ପଦ୍ମହସ୍ତେ ଧରି ଠାବେ ଠାବେ ଠୂଳ ପ୍ରାଙ୍ଗଣେଂନାଗରୀ—ରାଧାନାଥ. ନନ୍ଦିକେଶ୍ୱରୀ
- ୨. କୌଣସି ବଡ଼ ଗଛକୁ ମୂଳରୁ କାଟିଦେଲା ପରେ ଗଛ ମୁଳ ଖୋଳି ଯେଉଁ ଗଡ଼ଖଣ୍ଡ଼ି ବାହାର କରାଯାଏ — ୨. The part of the trunk of a tree which is just abone the root.