ଚାଙ୍ଗଡ଼ା ମେକାପ
ଦେଖଣା
ଚାଙ୍ଗଡ଼ା ମେକାପ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ସେବକବିଶେଷ — A class of Sebaka of Lord Jagannath.
[ଦ୍ରଷ୍ଟବ୍ୟ —ଶ୍ରୀ ଜୀଉଙ୍କର ଭିନ୍ନ ଭିନ୍ନ ନିମନ୍ତେ ପ୍ରୟୋଜନୀୟ ସାଜସଜ୍ଜା (ବସ୍ତ୍ର, ଅଳଙ୍କାରାଦି) ଏମାଲଙ୍କ ଜିମା ଥାଏ ଏମାନେ ପ୍ରତ୍ୟେକ ହେଶ ପୂର୍ବରୁ ପ୍ରୟୋଜନୀୟ ସଜମାନ ଚାଙ୍ଗଡ଼ା ବା ଡ଼ାଲାରେ ସଜ୍ଜିତ କରି ବେଶକାରୀ ସେବକଙ୍କୁ ଦିଅନ୍ତି ଏବଂ ବେଶ ଫିଟିବା ସମୟରେ ଫେରାଇବା ଆଣି ନିଜ ତତ୍ତ୍ୱାବଧାନରେ ରଖନ୍ତି ]