Jump to content

ଚାଙ୍ଗୁଡ଼ି

ଉଇକିଅଭିଧାନ‌ରୁ

ଚାଙ୍ଗୁଡ଼ି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଛୋଟ ଡାଲା; ଚାଙ୍ଗଡ଼ି — ୧. A small tray.

ବାଳକ ବାଳିକା ଧରଣ ଚାଙ୍ଗୁଡ଼ି ଫୁଲ ତୋଳୁଛନ୍ତି ଦଉଡ଼ି ଦଉଡ଼ି ମଧୁସୂଦନ. ପ୍ରଭାତ

୨. ବାକ୍ସ ବା ପେଡ଼ିର ମୁହଁ ବା ଢାଙ୍କୁଣୀ — ୨. The cover for a box.