Jump to content

ଚାଚକା

ଉଇକିଅଭିଧାନ‌ରୁ

ଚାଚକା

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ଚଚକା)

[ସମ୍ପାଦନା]
୧. କଟକ ଜିଲ୍ଲାର ବାଙ୍କି ବା ଚର୍ଚିକା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ —୧. The Deity worshipped at Banki in Cuttack district.
୨. ଗ୍ରାମଦେବତାବିଶେଷ — ୨. Name of a village Goddess.