ଚାଚପୁଟ
ଦେଖଣା
ଚାଚପୁଟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ସଙ୍ଗୀତରେ ତାଳର ୬ ପ୍ରକାର ମୁଖ୍ୟ ଭେଦ ମଧ୍ୟରୁ ଏକ (ହିନ୍ଦୀ - ଶବ୍ଦସାଗର) —One of the ୬୦ musical measures in Hindu music.
[ଦ୍ରଷ୍ଟବ୍ୟ —ଏଥିରେ ଏକ ଲଘୁ, ଏକ ଗୁରୁ, ଏକ ପ୍ଳୁତ ସ୍ୱର ଥାଏ ]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚଞ୍ଚୁପୁଟ; ପକ୍ଷୀର ଥଣ୍ଟା ସଦୃଶ୍ୟ ଏକତ୍ର ସଂଯୁକ୍ତ ହେବାରୁ; କିମ୍ୱା ସଂସ୍କୃତ - ଚାଚପୁଟ = ତାଳଭେଦ)
[ସମ୍ପାଦନା]ଦୁଇଖଣ୍ଡ କାଠରେ ବଜାଯିବା ବାଦ୍ୟବିଶେଷ; କରତାଳିକା ବାଦ୍ୟ — A kind of musical instrument; the castanets consisting of ୨ concave and flat pieces of wood sounded by clapping together.