Jump to content

ଚାଞ୍ଚଲ୍ୟ

ଉଇକିଅଭିଧାନ‌ରୁ

ଚାଞ୍ଚଲ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ଚଞ୍ଚଳ+ଭାବ. ଯ)

[ସମ୍ପାଦନା]
୧. ଚଞ୍ଚଳତା — ୧. Speed; quickness.
୨. ଅସ୍ଥିରତା —୨. Restlessness; fickleness; inconstancy.
୩. ବ୍ୟଗ୍ରତା; ଉତ୍କଣ୍ଠା —୩. Anxiety.