Jump to content

ଚାଟଶାଳିଆ

ଉଇକିଅଭିଧାନ‌ରୁ

ଚାଟଶାଳିଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ପାଠଶାଳାରେ ଶିକ୍ଷା ଦିଆଯିବା (ପାଠ) — ୧. Learnt in the village-school.
୨. ପାଠଶାଳାରେ ପଢୁଥିବା (ଛାତ୍ର) — ୨. Studying in the village-school.
୩. ପାଠଶାଳାରେ ବ୍ୟବହୃତ (ଦଣ୍ଡ଼) — ୩. (punishment) In vogue in village-schools.
୪. ଚାହାଳୀ ସମ୍ୱନ୍ଧୀୟ — ୪. Relating to a village-school.