ଚାଟୁ
ଦେଖଣା
ଚାଟୁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଚଟ୍ ଧାତୁ=(କ୍ରୋଧକୁ) ଭେଦ କରିବା+କରଣ. ଉ)
[ସମ୍ପାଦନା]- ୧. ସ୍ତୁତିବାକ୍ୟ; ପ୍ରିୟବଚନ —୧. Encomium; eulogy; praise.
- ୨. ତୋଷାମୋଦ; ମିଥ୍ୟା ପ୍ରିୟବାକ୍ୟ; ମିଥ୍ୟା ପ୍ରଶଂସା — ୨. Flattery.
- ୩. ବିନୟବଚନ —୩. Supplicating words; humble prayer.
- ୪. ପାକଳାପାକଳି କରିବା; କଅଁଳେଇ କରି କୁହାଯିବା କଥା —୪. Coaxing; blandishment; Cajolery.
ପ୍ରାଦେଶିକ - (ବସ୍ତର) ବିଶେଷ୍ୟ -
[ସମ୍ପାଦନା]- ୧. ଚଟୁ (ଦେଖ) - ୧. Chaṭu (See).
- ୨. କରଚୂଳ (ଦେଖ) - ୨. Karachuli (See)