ଚାଟୁଆଇବା
ଦେଖଣା
ଚାଟୁଆଇବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ଚାଟୁ)
[ସମ୍ପାଦନା]- ୧. ଖୋଷାମତ କରିବା — ୧. To flatter.
- ୨. ପାକଳାପାକଳି କରିବା; ମନଘେନା କଥା କହିବା — ୨. To coax; to cajole.
କାର୍ତ୍ତିକେ କୋଳରେ ବସାଇ କହନ୍ତି ବାକ୍ୟ ଚାଟୁଆଇ—ଭୁପତି. ପ୍ରେମପଞ୍ଚାମୃତ
- ୩. ବିନୟପୂର୍ଣ୍ଣ କଥା କହିବା — ୩. To speak with humility;
ଦିବ୍ୟ ଭୋଜନ ବିପ୍ରେ ଦେଇ, ବାକ୍ୟ କହିବ ଚାଟୁଆଇ—ଜଗନ୍ନାଥ. ଭାଗବତ