Jump to content

ଚାଟୁକାର

ଉଇକିଅଭିଧାନ‌ରୁ

ଚାଟୁକାର

ଉଚ୍ଚାରଣ

[ସମ୍ପାଦନା]

(ଚାଟୁକାରୀ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଚାଟୁ+କୃ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଯେ ମନ ରଞ୍ଜାଇ କଥା କହେ — ୧. Humouring; Complaisant.
୨. ଖୋଷାମତ କରିବା (ବ୍ୟକ୍ତି); ଚାଟୁକାରୀ —୨. Flattering; sycophant.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଖୋଷାମତିଆ ବ୍ୟକ୍ତି —Flatterer; a sycophant.