ଚାଟୁପଟୁ
ଦେଖଣା
ଚାଟୁପଟୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍; ଚାଟୁ+ପଟୁ)
[ସମ୍ପାଦନା]ଖୋସାମଦିଆ; ଯେ ଖୁବ୍ ଖୋଷାମଦ କରି ପାରେ — Flattering; expert in flattering.
ପ୍ରଭୁର ଅଳୀକ ଯଶ ରଟନେ କେ ରତ, ଚାଟୁପଟୁ x x ରାଧାନାଥ. ମହାଯାତ୍ରା
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଭାଣ୍ଡ; ବିଦୂଷିତ —A jester or fool in a king's; court or in a drama.