Jump to content

ଚାଟୁପ୍ରିୟ

ଉଇକିଅଭିଧାନ‌ରୁ

ଚାଟୁପ୍ରିୟ

ଉଚ୍ଚାରଣ

[ସମ୍ପାଦନା]
(ଚାଟପପ୍ରିୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ଚାଟୁ+ପ୍ରିୟ)

[ସମ୍ପାଦନା]

ଯେ ଖୋସାମତିଆ କଥା ଶୁଣିବାକୁ ସୁଖ ପାଏ — Fond of flattery; fond of being flattered.