ଚାଟ୍
ଦେଖଣା
ଚାଟ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଜିଭରେ ଚାଟି ଖାଇବା ହେତୁ; ସଂସ୍କୃତ - ଚକ୍ଷଣ)
[ସମ୍ପାଦନା]- ୧. ମଦ୍ୟାଦି ମାଦକ ସେବନ ପରେ ଖାଇବା ମୁଖରୋଚକ ଖାଦ୍ୟ —୧. A relishing food eaten after drinking in order to palliate the sharpness left in the mouth after drinking spirits or wine.
- [ଉଦାହରଣ: ଆଜି ମାଲ ସାଙ୍ଗରେ ପେଟେ ଚାଟ୍ ପକେଇଛି— ଫକୀରମୋହନ, ଗଳ୍ପସ୍ୱଳ୍ପ ]
- ୨. ଲାଳସା; ଝୁଙ୍କ —୨. Hankering