Jump to content

ଚାଣୂର

ଉଇକିଅଭିଧାନ‌ରୁ

ଚାଣୂର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ) (ଚଣ୍ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଊର)

[ସମ୍ପାଦନା]

ଦୈତବିଶେଷ —Name of a demon.

[ଦ୍ରଷ୍ଟବ୍ୟ —ଏ କଂସପାଖରେ ମଲ୍ଲ ବା ମାଲରୂପେ ଥାଇ ବଡ଼ ସମ୍ମାନ ପାଉଥିଲେ ଶ୍ରୀକୃଷ୍ଣ ଏହାକୁ ନିହତ କରିଥିଲେ]