Jump to content

ଚାଣ୍ଡାଳ

ଉଇକିଅଭିଧାନ‌ରୁ

ଚାଣ୍ଡାଳ

ଉଚ୍ଚାରଣ

[ସମ୍ପାଦନା]
(ଚାଣ୍ଡାଳୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ଚଣ୍ଡାଳ+ସ୍ୱାର୍ଥରେ. ଅ)

[ସମ୍ପାଦନା]
୧. ନିଷାଦ; ଚଣ୍ଡାଳ; ହାଡ଼ — ୧. A man belonging to a very low caste amongst the Hindus.
୨. ନୀଚତମ ଅସ୍ପୃଶ୍ୟଜାତ —୨. A pariah.

ଅନୁବାଦ

[ସମ୍ପାଦନା]
(ଚାଣ୍ଡାଲୁଣୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ନୀଚ ବ୍ୟକ୍ତି; ଅସ୍ପୃଶ୍ୟଜାତୀୟ ବ୍ୟକ୍ତି — ୧. A low mean fellow; a pariah; an outcaste.
୨. କ୍ରୁରକମା ବ୍ୟକ୍ତି —୨. A cruel person.

ମୋହର କନିଷ୍ଠ ଭାଇ ଜଟାୟୁକୁ ଚାଣ୍ଡାଳ ମାରିଥିଲା— ବିଶ୍ୱନାଥ. ବିଚିତ୍ରରାମାୟଣ