ଚାତୁର
ଦେଖଣା
ଚାତୁର
ଉଚ୍ଚାରଣ
[ସମ୍ପାଦନା](ଚାତୁରା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ -(ଚତୁର+ସମ୍ୱନ୍ଧାର୍ଥେ. ଅ)
[ସମ୍ପାଦନା]- ୧. ଗୋଲ ତକିଆ; ମାଣ୍ଡି —୧. Circular leaning cushion.
- ୨. ଚାରିଜଣ ବସିବା ଭଳି ଗାଡ଼ି — ୨. A four-seated carriage.
- ୩. (ଚତୁର+ଭାବାର୍ଥେ. ଅ)—ଚାତୁରୀ — ୩. Cunning; sweet.
ସଂସ୍କୃତ - ବିଶେଷଣ - ପୁଂ. (ଚତୁର+ସ୍ୱାର୍ଥେ. ଅ)
[ସମ୍ପାଦନା]- ୧. ପ୍ରିୟଭାଷୀ —୧. Flattering; sweet-speaking.
- ୨. ଚକ୍ଷୁଗୋଚର —୨. Within the ken of one's eyes.